ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କପିଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କପିଳା   ବିଶେଷ୍ୟ

ଅର୍ଥ : ଏକବର୍ଣ୍ଣି ଗାଈ

ଉଦାହରଣ : ତାଙ୍କର ଗୋଟିଏ କଳାରଙ୍ଗର କପିଳା ଅଛି

ସମକକ୍ଷ : କପିଳା ଗାଈ

एक ही रंग वाली गाय।

उसके पास काले रंग की कपिला है।
कपिला, कपिला गाय

Female of domestic cattle:.

`moo-cow' is a child's term.
cow, moo-cow

ଅର୍ଥ : ସମ୍ଭାଳୁର ମଞ୍ଜି

ଉଦାହରଣ : କପିଳାର ବ୍ୟବହାର ଔଷଧରୂପେ ହୋଇଥାଏ

ସମକକ୍ଷ : ରେଣୁକା

सँभालू के बीज।

कपिला का उपयोग औषध के रूप में होता है।
कपिला, रेणुका, रेनुका

ଅର୍ଥ : ଏକ ନଦୀ

ଉଦାହରଣ : ସେ କପିଳାରେ ସ୍ନାନ କରିବାକୁ ଯାଇଛି

ସମକକ୍ଷ : କପିଳା ନଦୀ

एक नदी।

वह कपिला में स्नान करने गई है।
कपिला, कपिला नदी

A large natural stream of water (larger than a creek).

The river was navigable for 50 miles.
river

ଅର୍ଥ : ଏକ ପ୍ରକାର ଜୋକ

ଉଦାହରଣ : କପିଳା ଜୋକ ଉପରେ ଲୁଣ ଛିଞ୍ଚିଲେ ସେ ମରିଯାଏ

ସମକକ୍ଷ : କପିଳା ଜୋକ

एक प्रकार की जोंक।

कपिला पर नमक छिड़कने से वह मर जाती है।
कपिला

ଅର୍ଥ : ଜଣେ ପୌରାଣିକ ମହିଳା

ଉଦାହରଣ : କପିଳା ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ

एक पौराणिक महिला।

कपिला दक्ष प्रजापति की कन्या थी।
कपिला

An imaginary being of myth or fable.

mythical being