ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରେକର୍ଡ଼ ବୁକ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରେକର୍ଡ଼ ବୁକ୍‌   ବିଶେଷ୍ୟ

ଅର୍ଥ : ଯେଉଁ ପୁସ୍ତକରେ କୌଣସି ବ୍ୟକ୍ତି, ବସ୍ତୁଆଦି ବିଷୟରେ ପରିଚୟ ବା ସୂଚନା ସୂଚୀତ କରାଯାଏ ବା ଲେଖାଯାଏ

ଉଦାହରଣ : ନିଆଁ ଲାଗିବାରୁ ବ୍ୟାଙ୍କର ସବୁ ରେକର୍ଡ଼ ଜଳି ନଷ୍ଟ ହୋଇଗଲା

ସମକକ୍ଷ : ରେକର୍ଡ଼, ଲେଖା ପୁସ୍ତକ

वह पुस्तक जिसमें किसी व्यक्ति, वस्तु आदि के बारे में जानकारी या सूचना दर्ज़ की या लिखी होती है।

आग लगने से बैंक के सभी रिकॉर्ड जलकर नष्ट हो गए।
रिकार्ड, रिकार्ड बुक, रिकॉर्ड, रिकॉर्ड बुक, रेकार्ड, रेकार्ड बुक, रेकॉर्ड, रेकॉर्ड बुक, लेखा, लेखा पुस्तक

A compilation of the known facts regarding something or someone.

Al Smith used to say, `Let's look at the record'.
His name is in all the record books.
book, record, record book