ଅର୍ଥ : ଯେଉଁ ପୁସ୍ତକରେ କୌଣସି ବ୍ୟକ୍ତି, ବସ୍ତୁଆଦି ବିଷୟରେ ପରିଚୟ ବା ସୂଚନା ସୂଚୀତ କରାଯାଏ ବା ଲେଖାଯାଏ
ଉଦାହରଣ :
ନିଆଁ ଲାଗିବାରୁ ବ୍ୟାଙ୍କର ସବୁ ରେକର୍ଡ଼ ଜଳି ନଷ୍ଟ ହୋଇଗଲା
ସମକକ୍ଷ : ରେକର୍ଡ଼ ବୁକ୍, ଲେଖା ପୁସ୍ତକ
ଅର୍ଥ : କୌଣସି ଭାଷଣ,ବ୍ୟାଖାନ ଆଦିର ରେକର୍ଡ଼ ହୋଇଥିବା ଲେଖାର ନକଲ
ଉଦାହରଣ :
ତୁମେ ଆକାଶବାଣୀକୁ ଏକ ପତ୍ର ଲେଖି ଏହି ରେଡ଼ିଓ କାର୍ଯ୍ୟକ୍ରମର ରେକର୍ଡ଼ ମଗାଇପାର ଏହି ପତ୍ରିକାରେ ଜଣେ ବଡ଼ ନେତାଙ୍କ ସାକ୍ଷାତ୍କାରର ରେକର୍ଡ଼ ଛପାହୋଇଛି
ସମକକ୍ଷ : ପ୍ରତିଲେଖ
ଅର୍ଥ : ଯେଉଁ ଚକ୍ରାକାର ବସ୍ତୁ ଉପରେ ଧ୍ୱନି ଅଭିଲେଖନ କରାଯାଏ
ଉଦାହରଣ :
ସେହି ଫିଲ୍ମର ଗୀତଗୁଡ଼ିକର ବହୁତ ଅଧିକ ରେକର୍ଡ଼ ବିକ୍ରିହେଲା
ସମକକ୍ଷ : ଡିସ୍କ