ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୂପାନ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୂପାନ୍ତର   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ସାଧାରଣ ଅବସ୍ଥା ଅଥବା କୌଣସି ନିଶ୍ଚିତ ରୂପ ବ୍ୟତୀତ ଅନ୍ୟଏକ ରୂପକୁ ପରିବର୍ତ୍ତିତ ହେବା ରୂପ

ଉଦାହରଣ : ଅଟା ଗହମର ରୂପାନ୍ତର

किसी वस्तु के साधारण अथवा किसी निश्चित रूप के सिवाय उसका कोई और बदला हुआ रूप।

गेहूँ का रूपांतर आटा है।
रूपांतर, रूपान्तर

A qualitative change.

shift, transformation, transmutation

ଅର୍ଥ : ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ଆଣିବା କିମ୍ବା ଅଣାଯାଉଥିବା କାର୍ଯ୍ୟ

ଉଦାହରଣ : ଘରର ରୂପାନ୍ତରଣ କରାଯାଉଛି

ସମକକ୍ଷ : ମରାମତ, ରୂପାନ୍ତରଣ

एक रूप से दूसरे रूप में आने या लाए जाने की क्रिया।

घर का रूपान्तरण किया जा रहा है।
परिणति, रूपांतरण, रूपान्तरण

The act of changing in form or shape or appearance.

A photograph is a translation of a scene onto a two-dimensional surface.
transformation, translation