ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜଯକ୍ଷ୍ମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜଯକ୍ଷ୍ମା   ବିଶେଷ୍ୟ

ଅର୍ଥ : ଏକ ଅସାଧ୍ୟ ରୋଗ ଯେଉଁଥିରେ ଫୁସ୍‌ଫୁସ୍‌ ସଢ଼ିଯାଏ ଏବଂ ସାରା ଶରୀର କ୍ରମେ କ୍ରମେ ଦୁର୍ବଳ ହୋଇଯାଏ

ଉଦାହରଣ : ସେ ଯକ୍ଷ୍ମାରେ ପୀଡ଼ିତ ନିଜ ପିଲାର ଚିକିତ୍ସାପାଇଁ ସହରକୁ ନେଇଯାଇଛନ୍ତି

ସମକକ୍ଷ : କ୍ଷୟ କାଶ, ଟିବି, ଯକ୍ଷ୍ମା

एक संक्रामक रोग जो एक प्रकार के बैक्टिरिया के साँस या भोजन के साथ शरीर में प्रवेश करने से होता है और जो बुखार तथा छोटे घावों के रूप में प्रकट होता है (विशेषकर फेफड़ों में लेकिन तीव्र अवस्था में शरीर के अन्य भागों में भी)। इसमें रोगी का फेफड़ा या संक्रमित अंग सड़ता जाता है और सारा शरीर धीरे-धीरे कमज़ोर हो जाता है।

वह तपेदिक से पीड़ित अपने बच्चे को इलाज कराने के लिए शहर लेकर गया है।
क्षय, क्षय रोग, क्षय-रोग, क्षयरोग, क्षयी, टीबी, तपेदिक, तपेदिक़, नृपामय, पापयक्ष्मा, यक्ष्मा, राजयक्ष्मा, रोगराज, शोष

Infection transmitted by inhalation or ingestion of tubercle bacilli and manifested in fever and small lesions (usually in the lungs but in various other parts of the body in acute stages).

t.b., tb, tuberculosis