ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରସିକତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରସିକତା   ବିଶେଷ୍ୟ

ଅର୍ଥ : କାମ ଭାବନା ଜାଗୃତ କରିବା ନିମନ୍ତେ କରାଯାଉଥିବା କ୍ରିୟା

ଉଦାହରଣ : ସେ ରସିକତା କରିବାରେ ଧୁରନ୍ଧର କିଛି ଲୋକମାନଙ୍କର କାମ ହିଁ ରସିକତା କରିବା

काम भावना जगाने के लिए की जाने वाली क्रियाएँ।

वह इश्क़बाज़ी करने में माहिर है।
कुछ लोगों का काम ही होता है इश्कबाज़ी करना।
अठखेलपन, अठखेलपना, अठखेली, इश्कबाजी, इश्क़बाज़ी

Playful behavior intended to arouse sexual interest.

coquetry, dalliance, flirt, flirtation, flirting, toying

ଅର୍ଥ : ରସିକ ହେବାର ଅବସ୍ଥା ବା ଭାବ

ଉଦାହରଣ : କେତେକ ରାଜା ରସିକତାରେ ମଗ୍ନ ହୋଇ ନିଜର ରାଜ୍ୟ ହରାଇଦେଲେ

ସମକକ୍ଷ : ରସିକପଣିଆ

रसिक होने की अवस्था या भाव।

कई राजाओं ने रसिकता के मद में अपने राज्य खो दिए।
दिलदारी, रंगीनमिजाज़ी, रंगीनमिजाजी, रंगीनी, रंगीलापन, रङ्गीनी, रङ्गीलापन, रसिकता

The property of being lush and abundant and a pleasure to the senses.

lushness, luxuriance, voluptuousness