ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଙ୍ଗଢଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଙ୍ଗଢଙ୍ଗ   ବିଶେଷ୍ୟ

ଅର୍ଥ : ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ

ଉଦାହରଣ : ତା’ର ବ୍ୟବହାର ଭଲ ନୁହେଁ

ସମକକ୍ଷ : ଆଚରଣ, ଆଚାର, ଚାଲିଚଳନ, ବାଗ, ବ୍ୟବହାର

Manner of acting or controlling yourself.

behavior, behaviour, conduct, doings

ଅର୍ଥ : କୌଣସି ମନୁଷ୍ୟର ରୂପ, ରଙ୍ଗ ଆଦିର ଏହି ବିବରଣୀ ଯାହା ତାଙ୍କୁ ଚିହ୍ମିବାରେ ଅନ୍ୟକୁ ଜଣାଇଦିଆଯାଏ

ଉଦାହରଣ : ସେ ପୁଲିସକୁ ଚୋରର ରଙ୍ଗଢଙ୍ଗ ବତାଉଥିଲା

किसी मनुष्य के रूप, रंग आदि का वह विवरण जो उसकी पहचान के लिए किसी को बतलाया जाता है।

वह पुलिस को चोर का हुलिया बता रही थी।
हुलिया

A word picture of a person's appearance and character.

portrait, portraiture, portrayal