ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଖା ଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଖା ଯିବା   କ୍ରିୟାପଦ

ଅର୍ଥ : କୌଣସି ବିଶେଷ ଉଦ୍ଦେଶ୍ୟ ବା ଉପଯୋଗ ନିମନ୍ତେ ଅଲଗା ରଖିବା

ଉଦାହରଣ : ଏହି ଜିନିଷ ପୂଜାପାଇଁ ରଖାଯାଇଛି ଏହି ସ୍ଥାନ ଗୋଟିଏ ଧର୍ମସଂସ୍ଥାପାଇଁ ସମର୍ପିତ ହୋଇସମର୍ପିତ

ସମକକ୍ଷ : ସମର୍ପିତ ହେବା

* किसी विशेष उद्देश्य या उपयोग के लिए अलग रखना।

यह सामान पूजा के लिए रखा है।
यह स्थान एक धर्म-संस्था के लिए समर्पित है।
रखना, समर्पित करना

Set aside or apart for a specific purpose or use.

This land was devoted to mining.
devote