ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୋଗାଭ୍ୟାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୋଗାଭ୍ୟାସ   ବିଶେଷ୍ୟ

ଅର୍ଥ : ଯୋଗଶାସ୍ତ୍ର ଅନୁସାରେ ଯୋଗର ସାଧନା

ଉଦାହରଣ : ଯୋଗାଭ୍ୟାସରୁ ମଣିଷ ସଂଯମୀ ହୁଏ

ସମକକ୍ଷ : ଯୋଗ ଅଭ୍ୟାସ, ଯୋଗ ସାଧନା

योगशास्त्र के अनुसार योग की साधना।

योगाभ्यास से मनुष्य संयमी बनता है।
योग अभ्यास, योग साधना, योगाभ्यास