ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୁକ୍ତିପୂର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେ ବିଚାରରେ ପୂର୍ଣ୍ଣ

ଉଦାହରଣ : ସେ ସବୁବେଳେ ବିଚାରପୂର୍ଣ୍ଣ କଥା କହନ୍ତି

ସମକକ୍ଷ : ବିଚାରପୂର୍ଣ୍ଣ, ବିଚାରାତ୍ମକ

जो विचारों से भरा हुआ हो।

वह सदा विचारपूर्ण बात ही कहता है।
युक्तिपूर्ण, विचारपूर्ण, विचारात्मक

Showing reason or sound judgment.

A sensible choice.
A sensible person.
reasonable, sensible

ଅର୍ଥ : ଯାହା ତର୍କରେ ପୂର୍ଣ୍ଣ

ଉଦାହରଣ : ମୋହନ ଭଳି ଓଲା ପିଲା ଶିକ୍ଷକଙ୍କ ପ୍ରଶ୍ନର ଯୁକ୍ତିଯୁକ୍ତ ଉତ୍ତର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା

ସମକକ୍ଷ : ତର୍କପୂର୍ଣ୍ଣ, ତର୍କଯୁକ୍ତ, ତର୍କସଙ୍ଗତ, ଯୁକ୍ତିଯୁକ୍ତ

जो तर्क से भरा हुआ हो।

मोहन जैसे भोंदू व्यक्ति ने गुरुजी के प्रश्नों का तर्कपूर्ण उत्तर देकर सबको अचंभित कर दिया।
तर्कपूर्ण, तर्कयुक्त, तर्कसंगत, युक्तिपूर्ण, युक्तियुक्त

Logically valid.

A sound argument.
reasoned, sound, well-grounded