ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତର୍କପୂର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତର୍କପୂର୍ଣ୍ଣ   ବିଶେଷଣ

ଅର୍ଥ : ତର୍କ ସମ୍ବନ୍ଧିତ ବା ତର୍କର

ଉଦାହରଣ : ତାଙ୍କର ତର୍କପୂର୍ଣ୍ଣ କଥା ଆଜି ସତରେ ଘଟୁଛି

ସମକକ୍ଷ : ତର୍କଯୁକ୍ତ

तर्क संबंधी या तर्क का।

उसकी तार्किक बातें आज सत्य घट रही हैं।
तार्किक

ଅର୍ଥ : ଯାହା ତର୍କରେ ପୂର୍ଣ୍ଣ

ଉଦାହରଣ : ମୋହନ ଭଳି ଓଲା ପିଲା ଶିକ୍ଷକଙ୍କ ପ୍ରଶ୍ନର ଯୁକ୍ତିଯୁକ୍ତ ଉତ୍ତର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା

ସମକକ୍ଷ : ତର୍କଯୁକ୍ତ, ତର୍କସଙ୍ଗତ, ଯୁକ୍ତିପୂର୍ଣ୍ଣ, ଯୁକ୍ତିଯୁକ୍ତ

जो तर्क से भरा हुआ हो।

मोहन जैसे भोंदू व्यक्ति ने गुरुजी के प्रश्नों का तर्कपूर्ण उत्तर देकर सबको अचंभित कर दिया।
तर्कपूर्ण, तर्कयुक्त, तर्कसंगत, युक्तिपूर्ण, युक्तियुक्त

Logically valid.

A sound argument.
reasoned, sound, well-grounded