ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାବକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାବକ   ବିଶେଷ୍ୟ

ଅର୍ଥ : ସଧବା ସ୍ତ୍ରୀମାନେ ଯେଉଁ ଲାଲ ରଙ୍ଗରେ ପାଦ ରଙ୍ଗାନ୍ତି

ଉଦାହରଣ : ଅଧିକାଂଶ ଶିକ୍ଷିତ ମହିଳା ଅଳତା ଲଗାଇବାକୁ ପସନ୍ଦ କରନ୍ତି ନାହିଁ

ସମକକ୍ଷ : ଅଳକ୍ତକ, ଅଳତା

वह लाल रंग जिससे सौभाग्यवती स्त्रियाँ पैर रँगती हैं।

अधिकतर शिक्षित महिलाएँ महावर लगाना पसंद नहीं करतीं।
अलक, अलक्त, अलक्तक, अलता, आलता, जावक, महावर, यावक