ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯନ୍ତ୍ରମାନବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯନ୍ତ୍ରମାନବ   ବିଶେଷ୍ୟ

ଅର୍ଥ : ବୈଜ୍ଞାନିକଦ୍ୱାରା ନିର୍ମିତ ମାନବ ଆକାରର ସେହି ଯନ୍ତ୍ର ଯେଉଁଥିରେ ଆପେ ଆପେ ଗତି ହୋଇଥାଏ

ଉଦାହରଣ : ଆଜିର ବୈଜ୍ଞାନିକ ରୋବଟ୍‌ଦ୍ୱାରା ଅଧିକାଂଶ କାମ କରାଇବାର କ୍ଷମତା ରଖିଛି

ସମକକ୍ଷ : ରୋବଟ୍‌

वैज्ञानिकों द्वारा निर्मित मानव के आकार का वह यंत्र जिसमें अपने आप गति होती है।

आज का वैज्ञानिक यंत्र-मानव द्वारा अधिकांश कार्य करवाने की क्षमता रखता है।
यंत्र मानव, यंत्र-मानव, यंत्रमानव, रोबॉट, रोबोट

An automaton that resembles a human being.

android, humanoid, mechanical man