ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୌଳିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୌଳିକ   ବିଶେଷଣ

ଅର୍ଥ : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା

ଉଦାହରଣ : ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା

ସମକକ୍ଷ : ଆଧାରଭୂତ, ମୂଳ, ମୂଳ ଆଧାର

किसी वस्तु के मूल या तत्व से संबंध रखने वाला।

सत्य, अहिंसा और प्रेम ये संस्कृति की आधारभूत संरचनाएँ हैं।
आधारभूत, बुनियादी, मूल, मूलगत, मूलभूत, मौलिक

Being or involving basic facts or principles.

The fundamental laws of the universe.
A fundamental incompatibility between them.
These rudimentary truths.
Underlying principles.
fundamental, rudimentary, underlying

ଅର୍ଥ : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍‌ଭାବନରୁ ବାହାରିଛି

ଉଦାହରଣ : ଏହା ମୋର ମୌଳିକ ରଚନା

ସମକକ୍ଷ : ନିଜସ୍ୱ, ମୂଳ, ସ୍ୱକୃତ, ସ୍ୱରଚିତ

जो किसी के अनुवाद, नकल या आधार पर न होकर अपनी उद्भावना से निकला हो।

यह मेरी मौलिक रचना है।
अननुकृत, आत्मकृत, मूल, मौलिक, स्वकृत, स्वरचित

Not derived or copied or translated from something else.

The play is original; not an adaptation.
He kept the original copy and gave her only a xerox.
The translation misses much of the subtlety of the original French.
original