ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଜସ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଜସ୍ୱ   ବିଶେଷଣ

ଅର୍ଥ : ନିଜେ ଆଣିଥିବା ବା ଅଣାଯାଇଥିବା

ଉଦାହରଣ : ଏହା ହେଉଛି ମୋର ନିଜସ୍ୱ ଅନୁଭବ

ସମକକ୍ଷ : ଆତ୍ମଗତ, ସ୍ୱଗତ

अपने में आया या लाया हुआ।

यह मेरा आत्मगत अनुभव है।
आत्मगत, स्वगत

Innermost or essential.

The inner logic of Cubism.
The internal contradictions of the theory.
The intimate structure of matter.
inner, internal, intimate

ଅର୍ଥ : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍‌ଭାବନରୁ ବାହାରିଛି

ଉଦାହରଣ : ଏହା ମୋର ମୌଳିକ ରଚନା

ସମକକ୍ଷ : ମୂଳ, ମୌଳିକ, ସ୍ୱକୃତ, ସ୍ୱରଚିତ

जो किसी के अनुवाद, नकल या आधार पर न होकर अपनी उद्भावना से निकला हो।

यह मेरी मौलिक रचना है।
अननुकृत, आत्मकृत, मूल, मौलिक, स्वकृत, स्वरचित

Not derived or copied or translated from something else.

The play is original; not an adaptation.
He kept the original copy and gave her only a xerox.
The translation misses much of the subtlety of the original French.
original