ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋହିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋହିନୀ   ବିଶେଷ୍ୟ

ଅର୍ଥ : ଅନ୍ୟକୁ ମୋହିତ କରିବାର ଶକ୍ତି

ଉଦାହରଣ : କିଛି ଲୋକଙ୍କର ଏଭଳି ବିଶ୍ୱାସ ଅଛି ଯେ କେତେକ ସାଧୁ ସନ୍ୟାସୀ ମୋହିନୀ ଶକ୍ତି ପ୍ରଭାବରେ ଲୋକଙ୍କୁ ନିଜର ବଶ କରିନିଅନ୍ତି

ସମକକ୍ଷ : ମୋହିନୀ ଶକ୍ତି

दूसरे को मोहित करने की शक्ति।

कुछ लोगों को ऐसा विश्वास है कि कुछ साधु-संन्यासी मोहनी के प्रभाव से लोगों को अपने वश में कर लेते हैं।
मोहनी, मोहनी शक्ति, मोहिनी, मोहिनी शक्ति

ଅର୍ଥ : ସମୁଦ୍ର ମନ୍ଥନ ପରେ ଅମୃତ ବାଣ୍ଟିବା ସମୟରେ ବିଷ୍ଣୁ ଯେଉଁ ସ୍ତ୍ରୀ ବେଶ ଧାରଣ କରିଥିଲେ

ଉଦାହରଣ : ସବୁ ଅସୁର ମୋହିନୀଙ୍କ ରୂପରେ ମୋହିତ ହୋଇଗଲେ

विष्णु का वह स्त्रीवाला रूप जो उन्होंने समुद्र मंथन के उपरांत अमृत बाँटने के समय बनाया था।

सभी असुर मोहिनी के रूप पर मोहित हो गये।
मोहनी, मोहिनी

An imaginary being of myth or fable.

mythical being

ମୋହିନୀ   ବିଶେଷଣ

ଅର୍ଥ : ଯେ ମୋହିତ କରେ

ଉଦାହରଣ : ତାର ମୋହିନୀ ରୂପରେ ଯୁବକଟି ଫସିଗଲା

मोहने वाला।

उसकी मोहिनी सूरत मैं कभी नहीं भूल सकता।
मोहक, मोहनी, मोहिनी

Capturing interest as if by a spell.

Bewitching smile.
Roosevelt was a captivating speaker.
Enchanting music.
An enthralling book.
Antique papers of entrancing design.
A fascinating woman.
bewitching, captivating, enchanting, enthralling, entrancing, fascinating