ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋହିନୀ ଶକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋହିନୀ ଶକ୍ତି   ବିଶେଷ୍ୟ

ଅର୍ଥ : ଅନ୍ୟକୁ ମୋହିତ କରିବାର ଶକ୍ତି

ଉଦାହରଣ : କିଛି ଲୋକଙ୍କର ଏଭଳି ବିଶ୍ୱାସ ଅଛି ଯେ କେତେକ ସାଧୁ ସନ୍ୟାସୀ ମୋହିନୀ ଶକ୍ତି ପ୍ରଭାବରେ ଲୋକଙ୍କୁ ନିଜର ବଶ କରିନିଅନ୍ତି

ସମକକ୍ଷ : ମୋହିନୀ

दूसरे को मोहित करने की शक्ति।

कुछ लोगों को ऐसा विश्वास है कि कुछ साधु-संन्यासी मोहनी के प्रभाव से लोगों को अपने वश में कर लेते हैं।
मोहनी, मोहनी शक्ति, मोहिनी, मोहिनी शक्ति