ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋହିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋହିତ କରିବା   କ୍ରିୟାପଦ

ଅର୍ଥ : କାହାକୁ ମୋହିତ କରିବା

ଉଦାହରଣ : ରାମ ନିଜ କଥାରେ ଶ୍ୟାମକୁ ମୋହିତ କଲା

ସମକକ୍ଷ : ମୋହେଇବା, ସମ୍ମୋହନ କରିବା

किसी को मोह में डालना।

राम ने अपनी बातों से श्याम को मोहा।
मोहना, मोहित करना, रिझाना, लुभाना

ଅର୍ଥ : କାହାକୁ ନିଜ ଆଡ଼କୁ ଆକର୍ଷିତ କରିବା

ଉଦାହରଣ : ଜଣେ ନବଯୌବନୀର ଚାହାଣି ମୋତେ ମୋହିତ କଲା

ସମକକ୍ଷ : ମୋହିବା

किसी को अपनी ओर आकर्षित करना।

एक नवयौवना की अदाओं ने हमें लूट लिया।
मोहना, लूटना