ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋବାଇଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋବାଇଲ   ବିଶେଷ୍ୟ

ଅର୍ଥ : ଯେଉଁ ଫୋନଦ୍ୱାରା ଚଲାବୁଲା କଲାବେଳେ ବି କଥାବାର୍ତ୍ତା କରିହୁଏ

ଉଦାହରଣ : ଆଜିକାଲି ଯାହାକୁ ଦେଖ ରାସ୍ତା ଉପରେ ମୋବାଇଲରେ କଥା ହେଉଥିବାର ଦୃଷ୍ଟିକୁ ଆସେ

ସମକକ୍ଷ : ସେଲଫୋନ

एक छोटे आकार (सामान्यतः हाथ के आकार का) का यन्त्र जिससे चलते-फिरते हुए भी किसी दूरस्थ व्यक्ति के साथ वार्तालाप कर सकते हैं।

भारत के अधिकांश व्यस्कों के पास चलभाष है।
आजकल जिसे देखो सड़क पर मोबाइल से बातें करता नजर आता है।
चल दूरभाष, चलभाष, चलवाणी, मोबाइल, मोबाइल फ़ोन, मोबाइल फोन, सेल, सेलफोन, हैंडसेट

A hand-held mobile radiotelephone for use in an area divided into small sections, each with its own short-range transmitter/receiver.

cell, cellphone, cellular phone, cellular telephone, mobile phone