ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋତିଆବିନ୍ଦୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋତିଆବିନ୍ଦୁ   ବିଶେଷ୍ୟ

ଅର୍ଥ : ଏକ ଆଖି ରୋଗ

ଉଦାହରଣ : ମୋତିଆବିନ୍ଦୁ ହେଲେ ଆଖିର କଳା ଭାଗ ଧଳା ହୋଇଯାଏ

ସମକକ୍ଷ : ପରଳ, ଫୁଲା

आँख का एक रोग।

पाकात्य में आँख का काला भाग सफेद हो जाता है।
पाकात्य, पाकात्य रोग

ଅର୍ଥ : ଆଖିର ଏକ ରୋଗ ଯେଉଁଥିରେ ପିତୁଳା ଆଗରେ ଆସ୍ତରଣ ପଡ଼ିଯାଏ

ଉଦାହରଣ : ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ମୋତିଆବିନ୍ଦୁର ଚିକିତ୍ସା କରାଯାଏ

आँख का एक रोग जिसमें पुतली के आगे झिल्ली-सी पड़ जाती है।

सरकारी अस्पतालों में मोतियाबिंद का इलाज मुफ्त में किया जाता है।
कैटरैक्ट, मोतिया-बिंद, मोतिया-बिन्द, मोतियाबिंद, मोतियाबिन्द, शीर्ष-बिंदु, शीर्ष-बिन्दु, शीर्षबिंदु, शीर्षबिन्दु

ଅର୍ଥ : ଆଖି ଭିତର ପରଦା ଉପରେ ଥିବା ଯେଉଁ ସ୍ଥାନ ଆଲୋକ ଗ୍ରହଣ କରିପାରେ ନାହିଁ ତଥା ଯେଉଁଥିପାଇଁ ଆଗରେ ପଡିଥିବା ବସ୍ତୁ ଦେଖାଯାଏ ନାହିଁ

ଉଦାହରଣ : ଅନେକ ସମୟରେ ମଧୁମେହ ମଧ୍ୟ ମୋତିଆବିନ୍ଦୁ କାରଣରୁ ହୋଇଥାଏ

आँख के भीतर के परदे पर का वह स्थान जो प्रकाश ग्रहण नहीं करता है जिससे सामने की पड़ी वस्तु दिखाई नहीं पड़ती है।

बहुत बार मधुमेह भी अंधबिंदु का कारण होता है।
अंधबिंदु, अन्धबिन्दु

The point where the optic nerve enters the retina. Not sensitive to light.

blind spot, optic disc, optic disk