ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଖିର ଗୋଟିଏ ରୋଗ ଯେଉଁଥିରେ ପୁଅଡୋଳା ଉପରେ ଧଳାରଙ୍ଗର ଗୋଟେ ଫୁଲା ଭଳି ପଡ଼ିଯାଏ
ଉଦାହରଣ : ଜେଜେମା’ଙ୍କ ଆଖିରେ ଧଳାପରଳ ମାଡ଼ିଗଲାଣି
ସମକକ୍ଷ : ଧଳାପରଳ
आँख का एक रोग जिसमें पुतली पर श्वेतवर्ण की एक फूली सी पड़ जाती है।
ଅର୍ଥ : ଏକ ଆଖି ରୋଗ
ଉଦାହରଣ : ମୋତିଆବିନ୍ଦୁ ହେଲେ ଆଖିର କଳା ଭାଗ ଧଳା ହୋଇଯାଏ
ସମକକ୍ଷ : ଫୁଲା, ମୋତିଆବିନ୍ଦୁ
आँख का एक रोग।
ଅର୍ଥ : ମଣିଷମାନଙ୍କର ଆଖିର ଏକ ରୋଗ
ଉଦାହରଣ : ଚିକିତ୍ସକ ପରଳ ରୋଗରେ ପୀଡ଼ିତ ରୋଗୀପାଇଁ ଔଷଧ ତିଆରି କରୁଛି
ସମକକ୍ଷ : ପରଳ ରୋଗ
मनुष्य की आँख का एक रोग।
ସଂସ୍ଥାପନ କରନ୍ତୁ
अमेजन से खरीदेँ