ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୃଗତୃଷ୍ଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୃଗତୃଷ୍ଣା   ବିଶେଷ୍ୟ

ଅର୍ଥ : ମିଥ୍ୟା ଜଳାଭାସ ଯାହା କେବେକେବେ ମରୁଭୂମିରେ ବହୁତ ଖରାହେତୁ ହୋଇଥାଏ

ଉଦାହରଣ : ଗ୍ରୀଷ୍ମଦିନେ ମରୁଭୂମିରେ ମୃଗତୃଷ୍ଣାର ଆଭାସ ମିଳେ

ସମକକ୍ଷ : ମରୀଚିକା, ମୃଗମରୀଚିକା

जल की लहरों की वह मिथ्याप्रतीति जो कभी-कभी रेगिस्तान में कड़ी धूप पड़ने पर होती है।

गर्मी के दिनों में रेगिस्तान में मृगतृष्णा का आभास होता है।
आतपोदक, मरिचिका, मरिचिजल, मरिचितोय, मरीचिका, मरीचिजल, मरीचितोय, मृग-मरीचिका, मृगतृषा, मृगतृष्णा, मृगतृष्णिका

An optical illusion in which atmospheric refraction by a layer of hot air distorts or inverts reflections of distant objects.

mirage

ଅର୍ଥ : ତରଙ୍ଗଭଳି ଏକ ଦୃଶ୍ୟ

ଉଦାହରଣ : ମରୁଭୂମିରେ ମୃଗତୃଷ୍ଣା ଦେଖାଯାଏ

लहर की तरह की वस्तु।

रेगिस्तान में रेतीली लहरें दिखाई पड़ती हैं।
तरंग, लहर