ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂଳୋତ୍ପାଟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂଳୋତ୍ପାଟନ   ବିଶେଷ୍ୟ

ଅର୍ଥ : ମୂଳରୁ ଓପାଡ଼ିବା ବା ସମୂଳେ ନଷ୍ଟକରିବା ପ୍ରକ୍ରିୟା ବା ଭାବ

ଉଦାହରଣ : ମାଳୀ ବଗିଚାରେ ଅଦରକାରୀ ଗଛଗୁଡ଼ିକର ମୂଳୋତ୍ପାଟନ କରୁଛି

ସମକକ୍ଷ : ଉନ୍ମୂଳନ, ସମୂଳବିନାଶନ

जड़ से उखाड़ने या समूल नष्ट करने की क्रिया।

अवांछित पौधों के उन्मूलन से वांछित पौधे अच्छी तरह से बढ़ते हैं।
भ्रष्टाचार के उन्मूलन के बिना देश का विकास नहीं हो पाएगा।
अवरोपण, अवलुंचन, अवलुञ्चन, उखाड़ना, उखारना, उखेड़ना, उखेरना, उच्चाटन, उच्छेद, उच्छेदन, उछेद, उत्पाटन, उन्मूलन

ଅର୍ଥ : କୌଣସି ଜିନିଷ ଏପରି ଭାବେ ନଷ୍ଟ ହେବା ଦରକାର ଯାହାଦ୍ୱାରା ତାହାର ଆଉ ବୃଦ୍ଧି ସମ୍ଭବ ନୁହେଁ

ଉଦାହରଣ : ସମାଜରୁ ଭ୍ରଷ୍ଟାଚାରର ମୂଳପୋଛ ହେବା ଆବଶ୍ୟକ

ସମକକ୍ଷ : ଉନ୍ମୁଳନ, ମୂଳପୋଛ

इस प्रकार नष्ट करने की क्रिया कि फिर उठ या पनप न सके।

समाज में फैले भ्रष्टाचार का उन्मूलन आवश्यक है।
उन्मूलन

The complete destruction of every trace of something.

eradication, obliteration