ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉନ୍ମୁଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉନ୍ମୁଳନ   ବିଶେଷ୍ୟ

ଅର୍ଥ : କୌଣସି ଜିନିଷ ଏପରି ଭାବେ ନଷ୍ଟ ହେବା ଦରକାର ଯାହାଦ୍ୱାରା ତାହାର ଆଉ ବୃଦ୍ଧି ସମ୍ଭବ ନୁହେଁ

ଉଦାହରଣ : ସମାଜରୁ ଭ୍ରଷ୍ଟାଚାରର ମୂଳପୋଛ ହେବା ଆବଶ୍ୟକ

ସମକକ୍ଷ : ମୂଳପୋଛ, ମୂଳୋତ୍ପାଟନ

इस प्रकार नष्ट करने की क्रिया कि फिर उठ या पनप न सके।

समाज में फैले भ्रष्टाचार का उन्मूलन आवश्यक है।
उन्मूलन

The complete destruction of every trace of something.

eradication, obliteration