ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂଲ୍ୟାଙ୍କନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂଲ୍ୟାଙ୍କନ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ଗୁଣ, ଉପଯୋଗିତା ବା ମହତ୍ତ୍ୱ ମୂଲ୍ୟାୟନ କରିବା ପ୍ରକ୍ରିୟା

ଉଦାହରଣ : ହୀରାର ମୂଲ୍ୟାଙ୍କନ ଜଣେ ରତ୍ନବ୍ୟବସାୟୀ ହିଁ କରିପାରେ

किसी वस्तु का गुण, उपयोगिता या महत्व आँकने की क्रिया।

हीरे का मूल्यांकन एक जौहरी ही कर सकता है।
मूल्यनिर्धारण, मूल्यांकन

Act of ascertaining or fixing the value or worth of.

evaluation, rating

ଅର୍ଥ : ଉତ୍ତର ପୁସ୍ତିକା ଯାଞ୍ଚ କରି ନମ୍ବର ଦେବା କାମ

ଉଦାହରଣ : ପରୀକ୍ଷା ପରେ ଅଧ୍ୟାପକ ଖାତାର ମୂଲ୍ୟାଙ୍କନରେ ଲାଗିଛନ୍ତି

ସମକକ୍ଷ : ମାର୍କିଂ

श्रेणी या अंक निर्धारित करके किसी की उपलब्धि या कार्य का मूल्यांकन।

परीक्षा के बाद अध्यापक लोग अंकन में लगे हुए हैं।
अंकन

Evaluation of performance by assigning a grade or score.

What he disliked about teaching was all the grading he had to do.
grading, marking, scoring