ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁହଁଟାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁହଁଟାଣ   ବିଶେଷଣ

ଅର୍ଥ : ନିଉତ୍ତର କରିବା ବ୍ୟକ୍ତି

ଉଦାହରଣ : ସେ ତା ପ୍ରତିଦ୍ୱନ୍ଦୀକୁ ମୁହଁତୋଡ଼ ଜବାବ ଦେଲା

ସମକକ୍ଷ : ମୁହଁତୋଡ଼, ମୁହାଁମୁହିଁ

निरुत्तर करने वाला।

अपने प्रतिद्वन्द्वी का मुँहतोड़ जवाब सुनकर वह चुप हो गया।
कल्लातोड़, मुँहतोड़

ଅର୍ଥ : ଯେ ଅନୁଚିତ ବା କଟୁକଥା କହିବାରେ ସଂକୋଚ କରେନାହିଁ

ଉଦାହରଣ : ମୁହଁଟାଣ ବ୍ୟକ୍ତି କାହାରିକୁ କିଛି ବି କହିପାରେ

ସମକକ୍ଷ : ମୁହେଁମୁହେଁ କଥାକୁହା

जो अनुचित या कटु बातें कहने में संकोच न करता हो या जो किसी के मुँह पर बिना उसका लिहाज किए या धृष्टतापूर्वक उल्टी-सीधी बातें कहता हो।

मुँहफट व्यक्ति किसी को भी कुछ भी बोलता है।
बदजबान, बदज़बान, बदलगाम, मुँह-छुट, मुँह-ज़ोर, मुँह-जोर, मुँह-फट, मुँहछुट, मुँहज़ोर, मुँहजोर, मुँहफट, मुखर