ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଲଗୋବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଲଗୋବା   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଆମ୍ବ

ଉଦାହରଣ : ମଲଗୋବା ଆମ୍ବ ଖୁବ ରସୁଆଳ ଏବଂ ମିଠା

ସମକକ୍ଷ : ମଲଗୋବା, ମଲଗୋବା ଆମ୍ବ, ମୁଲଗୋବା ଆମ୍ବ

एक प्रकार का आम।

मलगोबा खूब रसदार एवं मीठे हैं।
मलगोबा, मलगोबा आम, मुलगोबा, मुलगोबा आम

Large oval tropical fruit having smooth skin, juicy aromatic pulp, and a large hairy seed.

mango

ଅର୍ଥ : ମଲଗୋବା ବା ମୁଲଗୋବା ଆମ୍ବର ଗଛ

ଉଦାହରଣ : ମୁଲଗୋବା ଆମ୍ବ ଗଛର ଡାଳ ଫଳ ଭାରରେ ଭାଙ୍ଗି ପଡ଼ୁଛି

ସମକକ୍ଷ : ମଲଗୋବା, ମଲଗୋବା ଆମ୍ବ ଗଛ, ମଲଗୋବା ଗଛ, ମୁଲଗୋବା ଆମ୍ବ ଗଛ, ମୁଲଗୋବା ଗଛ

मलगोबा या मुलगोबा आम का पेड़।

मलगोबा की टहनियाँ फलों के भार से टूट रही हैं।
मलगोबा, मलगोबा आम, मुलगोबा, मुलगोबा आम

Large evergreen tropical tree cultivated for its large oval fruit.

mangifera indica, mango, mango tree