ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁନା   ବିଶେଷ୍ୟ

ଅର୍ଥ : ଲୁହାରେ ଛିଦ୍ର କରିବାପାଇଁ କମାରମାନଙ୍କର ଏକ ଉପକରଣ

ଉଦାହରଣ : କମାର ପୁଆରିରେ ଲୁହା ପ୍ଲେଟ୍‌ କଣା କରୁଛି

ସମକକ୍ଷ : ପୁଆରି, ଫୋଡ଼ଣି

लोहे में छेद करने का लोहारों का एक औजार।

लोहार पँवारी से लोहे की पटिया में छेद कर रहा है।
पँवारी

ଅର୍ଥ : ଲୁହାରେ କଣା କରିବାପାଇଁ ବ୍ୟବହାର କରାଯାଉଥିବା ଛେଣି

ଉଦାହରଣ : କମାର ଫୋଡ଼ଣୀରେ ଲୁହା ଖଣ୍ଡକୁ କଣା କରୁଛି

ସମକକ୍ଷ : ଫୋଡ଼ଣୀ, ବେଧନୀ

लोहे में छेद करने की छेनी।

लोहार सुंबी से लोहे के टुकड़े में छेद कर रहा है।
सुंबी

ଅର୍ଥ : ଗୋଟିଏ ପ୍ରକାରର ଝାଡ଼

ଉଦାହରଣ : ମୁନାର ଫଳ ବରକୋଳି ସମାନ ହୋଇଥାଏ

एक तरह की झाड़ी।

मूना के फल बेर के समान होते हैं।
मूना