ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୋଡ଼ଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୋଡ଼ଣୀ   ବିଶେଷ୍ୟ

ଅର୍ଥ : ଲୁହାରେ କଣା କରିବାପାଇଁ ବ୍ୟବହାର କରାଯାଉଥିବା ଛେଣି

ଉଦାହରଣ : କମାର ଫୋଡ଼ଣୀରେ ଲୁହା ଖଣ୍ଡକୁ କଣା କରୁଛି

ସମକକ୍ଷ : ବେଧନୀ, ମୁନା

लोहे में छेद करने की छेनी।

लोहार सुंबी से लोहे के टुकड़े में छेद कर रहा है।
सुंबी

ଅର୍ଥ : ଗୋଟିଏ ପ୍ରକାର ସିଲାଇ ଯନ୍ତ୍ର

ଉଦାହରଣ : ଜୋତା,ଚପଲ ଆଦି ସିଲେଇପାଇଁ ଫୋଡ଼ଣୀ କାମରେ ଆସେ

एक प्रकार का सूआ।

सुतारी जूता, चप्पल आदि सीने के काम में आता है।
आर, आरा, आरी, सुतारी