ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଥା   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଘାସ ଯାହାର ଚେର ଔଷଧ ତିଆରି କରିବା କାମରେ ଆସେ

ଉଦାହରଣ : ବୈଦ୍ୟ ଔଷଧ ତିଆରି କରିବାପାଇଁ ମୁଥା ମୂଳ ସହିତ ଉପାଡ଼ି ନେଲେ

Grasslike or rushlike plant growing in wet places having solid stems, narrow grasslike leaves and spikelets of inconspicuous flowers.

sedge

ଅର୍ଥ : ଯେଉଁ ଘାସ ଓଦା ଭୂଇଁରେ ଉତ୍ପନ୍ନ ହୋଇଥାଏ

ଉଦାହରଣ : କୃଷକ ଧାନ ବିଲରୁ ମୁଥା ବାଛୁଛି

ସମକକ୍ଷ : ମୁଥା ଘାସ

एक प्रकार की घास जो गीली भूमि में उत्पन्न होती है।

किसान धान के खेत में से मोथा निकाल रहा है।
अभ्रनामक, अर्णोद, कंधर, डिला, तोयमुच, पयोजन्मा, पयोद, पयोधर, पिठर, भद्र, मुस्तक, मुस्ता, मोथा, वलाहक, शितपर्ण, श्रीभद्र