ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁକ୍ତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁକ୍ତ ହେବା   ବିଶେଷ୍ୟ

ଅର୍ଥ : ମୁକ୍ତ ହେବାର କ୍ରିୟା କିମ୍ବା ଭାବ

ଉଦାହରଣ : ମାଧବ କାଲି ଜେଲରୁ ମୁକ୍ତ ହେବ

ସମକକ୍ଷ : ମୁକୁଳିବା

रिहा होने की क्रिया या भाव।

कल जेल से माधव की रिहाई होगी।
रिलीज, रिलीस, रिहाई, रीलीज, रीलीस

The act of liberating someone or something.

freeing, liberation, release

ମୁକ୍ତ ହେବା   କ୍ରିୟାପଦ

ଅର୍ଥ : କୌଣସି ବନ୍ଦୀ କିମ୍ବା ଫସିଥିବା ବସ୍ତୁର ଅଲଗା ହେବା

ଉଦାହରଣ : ମାଛ ଜାଲରୁ ଖୋଲିଗଲା

ସମକକ୍ଷ : ଅନ୍ମୁକ୍ତ ହେବା, ଆଜାଦ ହେବା, ଖୋଲିବା, ବନ୍ଧନ ମୁକ୍ତ ହେବା

किसी बँधी या फँसी हुई वस्तु का अलग होना।

मछली जाल से छूट गई।
आज़ाद होना, आजाद होना, उन्मुक्त होना, खुलना, छुटना, छूटना, बंधन मुक्त होना, बच निकलना, मुक्त होना

Grant freedom to. Free from confinement.

free, liberate, loose, release, unloose, unloosen

ଅର୍ଥ : ଅଭିଯୋଗ,ଦୋଷ ଆଦିରୁ ମୁକ୍ତ ହେବା ବା ଛାଡ଼ ପାଇବା

ଉଦାହରଣ : ଏହି ଇଲାକାର ନାମୀ ଗୁଣ୍ଡା କାଲି ହିଁ ଜେଲରୁ ଖଲାସ ହୋଇଛି

ସମକକ୍ଷ : ଖଲାସ ହେବା

अभियोग, दोष आदि से छुटकारा पाना या बरी होना।

इस इलाक़े का मशहूर गुंडा कल ही जेल से छूटा है।
छुटना, छूटना, निकलना, बरी होना, मुक्त होना, रिहा होना

Grant freedom to. Free from confinement.

free, liberate, loose, release, unloose, unloosen