ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାମ ରୂପରେ ପରିଚିତ ଦେବତା
ଉଦାହରଣ : କାମଦେବଙ୍କୁ ଶିବଙ୍କ କ୍ରୋଧାଗ୍ନିର ସାମନା କରିବାକୁ ପଡ଼ିଲା
ସମକକ୍ଷ : ଅନଙ୍ଗ, କନ୍ଦର୍ପ, କାମଦେବ, ପଞ୍ଚବାଣ, ପଞ୍ଚଶର, ପୁଷ୍ପାୟୁଧ, ମକରଧ୍ୱଜ, ମଦନ, ମନସିଜ, ମନୋଜ, ମନ୍ମଥ, ମୀନକେତୁ, ମୀନଧ୍ୱଜ, ରତିକାନ୍ତ, ରତିନାଥ
एक देवता जो काम के रूप माने जाते हैं।
ସଂସ୍ଥାପନ କରନ୍ତୁ