ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚିକିତ୍ସାଶାସ୍ତ୍ରରେ ଏକ ରସ
ଉଦାହରଣ : ଆୟୁର୍ବେଦରେ ମକରଧ୍ୱଜକୁ ଏକ ଔଷଧରୂପେ ବ୍ୟବହାର କରାଯାଏ
ସମକକ୍ଷ : ରସସିନ୍ଦୂର
वैद्यक में एक रस।
ଅର୍ଥ : କାମ ରୂପରେ ପରିଚିତ ଦେବତା
ଉଦାହରଣ : କାମଦେବଙ୍କୁ ଶିବଙ୍କ କ୍ରୋଧାଗ୍ନିର ସାମନା କରିବାକୁ ପଡ଼ିଲା
ସମକକ୍ଷ : ଅନଙ୍ଗ, କନ୍ଦର୍ପ, କାମଦେବ, ପଞ୍ଚବାଣ, ପଞ୍ଚଶର, ପୁଷ୍ପାୟୁଧ, ମଦନ, ମନସିଜ, ମନୋଜ, ମନ୍ମଥ, ମୀନକେତନ, ମୀନକେତୁ, ମୀନଧ୍ୱଜ, ରତିକାନ୍ତ, ରତିନାଥ
एक देवता जो काम के रूप माने जाते हैं।
ଅର୍ଥ : ରାମାୟଣରେ ବର୍ଣ୍ଣିତ ଯେଉଁଜୀବର ଅଧା ଶରୀର ମତ୍ସ୍ୟର ଏବଂ ଅଧା ଶରୀର ମାଙ୍କଡ଼ର ଥିଲା
ଉଦାହରଣ : ଏକ କାହାଣୀ ଅନୁସାରେ ମକରଧ୍ୱଜ ହନୁମାନଙ୍କ ପୁତ୍ର ହିଁ ଥିଲା
रामायण में वर्णित एक जीव जिसका आधा शरीर मछली का और आधा वानर का था।
An imaginary being of myth or fable.
ସଂସ୍ଥାପନ କରନ୍ତୁ