ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାସିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାସିକ   ବିଶେଷ୍ୟ

ଅର୍ଥ : ପ୍ରତି ମାସ ନିର୍ଦ୍ଦିଷ୍ଟ ସମୟରେ ପ୍ରକାଶିତ ହେଉଥିବା ପତ୍ରିକା ଆଦି

ଉଦାହରଣ : ଏହି ମାସିକ ପତ୍ରିକା ଜ୍ୟୋତିଷ ଆଧାରିତ

हर महीने नियत समय पर प्रकाशित होने वाली पत्रिका आदि।

यह मासिक ज्योतिष पर आधारित है।
मासिक

A periodical that is published every month (or 12 issues per year).

monthly

ମାସିକ   ବିଶେଷଣ

ଅର୍ଥ : ପ୍ରତ୍ୟେକ ମାସର

ଉଦାହରଣ : ଆମର ବିଦ୍ୟାଳୟର ମାସିକ ଶୁଳ୍କ ଶହେ ଟଙ୍କା ଏହି ପତ୍ରିକାରେ କେତେକ ମହତ୍ତ୍ୱପୂର୍ଣ୍ଣ କାମର ମାସିକ ବିବରଣୀ ଦିଆଯାଇଛି

हर महीने का।

हमारे विद्यालय में मासिक शुल्क सौ रुपये है।
इस पत्रिका में कुछ महत्वपूर्ण कामों का मासिक विवरण दिया गया है।
महीनेवार, मासिक, माहवार, माहवारी

ଅର୍ଥ : ପ୍ରତ୍ୟେକ ମାସରେ ଥରେ ବା ମାସମାସଧରି ହେଉଥିବା

ଉଦାହରଣ : ଏହି ମନ୍ଦିରରେ ମାସିକ ରାମକଥାର ଆୟୋଜନ ହୁଏ

महीने में एक बार या हर महीने होनेवाला।

इस मंदिर में मासिक रामकथा का आयोजन होता है।
द्विपाक्षिक, मासिक