ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଲ କୁସ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଲ କୁସ୍ତି   ବିଶେଷ୍ୟ

ଅର୍ଥ : ଦୁଇ ପହିଲିମାନଙ୍କ ମଧ୍ୟରୁ ଜଣେ ଅନ୍ୟକୁ ବଳପୂର୍ବକ ପଛକୁ ଠେଲିଦେବା ଏବଂ ପକେଇଦେବାପାଇଁ ଲଢିବା କ୍ରିୟା

ଉଦାହରଣ : ମୋହନ କୁସ୍ତି ଲଢିବାପାଇଁ ପ୍ରତିଦିନ ଆଖଡ଼ାକୁ ଯାଉଛି

ସମକକ୍ଷ : କୁସ୍ତି, ମଲ୍ଲ ଯୁଦ୍ଧ, ମାଲ ଯୁଦ୍ଧ

दो पहलवानों की एक दूसरे को बलपूर्वक पछाड़ने या पटकने के लिए लड़ने की क्रिया।

मोहन कुश्ती लड़ने के लिए प्रतिदिन अखाड़े में जाता है।
अखाड़ेबाज़ी, अखाड़ेबाजी, कुश्ती, कुश्तीबाज़ी, कुश्तीबाजी, पहलवानी, बाहुयुद्ध, मल्ल युद्ध, मल्ल-क्रीड़ा, मल्लक्रीड़ा, मल्लयुद्ध

The act of engaging in close hand-to-hand combat.

They had a fierce wrestle.
We watched his grappling and wrestling with the bully.
grapple, grappling, hand-to-hand struggle, wrestle, wrestling