ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଲ୍ଲ ଯୁଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଲ୍ଲ ଯୁଦ୍ଧ   ବିଶେଷ୍ୟ

ଅର୍ଥ : ଦୁଇଟି ପୁରୁଷ କିମ୍ବା ଦଳଗୁଡ଼ିକରେ ହେଉଥିବା ସମାନ ଲଢ଼େଇ

ଉଦାହରଣ : ସେଠାରେ ଦ୍ୱନ୍ଦ ଯୁଦ୍ଧ ହେଉଛି

ସମକକ୍ଷ : ଦ୍ୱନ୍ଦ ଯୁଦ୍ଧ, ପରସ୍ପର ଯୁଦ୍ଧ

दो पुरुषों या दलों में होनेवाली बराबरी की लड़ाई।

वहाँ द्वंद्वयुद्ध चल रहा है।
द्वंद्व, द्वंद्वयुद्ध, द्वन्द्व, परस्पर युद्ध, मल्लयुद्ध

Any struggle between two skillful opponents (individuals or groups).

duel

ଅର୍ଥ : ଦୁଇ ପହିଲିମାନଙ୍କ ମଧ୍ୟରୁ ଜଣେ ଅନ୍ୟକୁ ବଳପୂର୍ବକ ପଛକୁ ଠେଲିଦେବା ଏବଂ ପକେଇଦେବାପାଇଁ ଲଢିବା କ୍ରିୟା

ଉଦାହରଣ : ମୋହନ କୁସ୍ତି ଲଢିବାପାଇଁ ପ୍ରତିଦିନ ଆଖଡ଼ାକୁ ଯାଉଛି

ସମକକ୍ଷ : କୁସ୍ତି, ମାଲ କୁସ୍ତି, ମାଲ ଯୁଦ୍ଧ

दो पहलवानों की एक दूसरे को बलपूर्वक पछाड़ने या पटकने के लिए लड़ने की क्रिया।

मोहन कुश्ती लड़ने के लिए प्रतिदिन अखाड़े में जाता है।
अखाड़ेबाज़ी, अखाड़ेबाजी, कुश्ती, कुश्तीबाज़ी, कुश्तीबाजी, पहलवानी, बाहुयुद्ध, मल्ल युद्ध, मल्ल-क्रीड़ा, मल्लक्रीड़ा, मल्लयुद्ध

The act of engaging in close hand-to-hand combat.

They had a fierce wrestle.
We watched his grappling and wrestling with the bully.
grapple, grappling, hand-to-hand struggle, wrestle, wrestling