ଅର୍ଥ : ଏକ ପ୍ରକାରର ମିଠା ଖାଦ୍ୟ
ଉଦାହରଣ :
ମାଆ ରାସ୍ତାରେ ଖାଇବାପାଇଁ ମାଲପୁଆ ତିଆରି କରି ଦେଲେ
ଅର୍ଥ : ଅଟା ବା ମଇଦାକୁ ମିଠା ରସରେ ଦଳି ତିଆରି କରାଯାଉଥିବା ପୁରି
ଉଦାହରଣ :
ଆମଘରେ ପ୍ରତିବର୍ଷ ହୋଲିରେ ନିଶ୍ଚିତ ଭାବେ ମାଲପୁଆ ତିଆରି ହୁଏ
ଅର୍ଥ : ଏକ ପ୍ରକାର ମିଠା ଜଳଖିଆ
ଉଦାହରଣ :
ମାଆ ମୋତେ ମାଲପୁଆ ଖାଇବାକୁ ଦେଲେ