ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାର୍ଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାର୍ଜନ   ବିଶେଷ୍ୟ

ଅର୍ଥ : ନିଜକୁ ଶୁଦ୍ଧ କରିବା ନିମନ୍ତେ ତୀର୍ଥ ଆଦିର ଜଳ ନିଜ ଉପରେ ଛିଞ୍ଚିବାର କ୍ରିୟା

ଉଦାହରଣ : ପୂଜା ପୂର୍ବରୁ ମାର୍ଜନ କରା ଯାଇଥାଏ

अपने को शुद्ध करने के लिए तीर्थ आदि का जल अपने ऊपर छिड़कने की क्रिया।

पूजा से पूर्व मार्जन किया जाता है।
मार्जन

ଅର୍ଥ : ଭୂଲ,ଦୋଷର ପରିହାର

ଉଦାହରଣ : ସ୍ୱ ମାର୍ଜନ ସାଧନାରେ ସହାୟକ ହୋଇଥାଏ

भूल, दोष का परिहार।

स्व मार्जन साधना में सहायक होता है।
मार्जन