ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାରଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାରଣା   ବିଶେଷଣ

ଅର୍ଥ : ଶିଙ୍ଗରେ ମାରୁଥିବା (ପଶୁ)

ଉଦାହରଣ : ମାରଣା ବଳଦକୁ ଦେଖିବା କ୍ଷଣି ଲୋକେ ଦୌଡ଼ିବାକୁ ଲାଗିଲେ

ସମକକ୍ଷ : ମାରେଣା

सींग से मारने वाला (पशु)।

मरखन्ना बैल को देखते ही लोग भागने लगे।
मरकहा, मरखंडा, मरखण्डा, मरखनहा, मरखना, मरखन्ना, मरखाह, मरखाहा, मरखैना, मरखौवा

ଅର୍ଥ : ଉତ୍କଟ ବିଷର ପ୍ରଭାବକୁ ନଷ୍ଟ କରୁଥିବା

ଉଦାହରଣ : ତାଙ୍କ ନାଶକ ମନ୍ତ୍ର ଗୋପାଳକୁ ମୃତ୍ୟୁ ମୁହଁରୁ ରକ୍ଷାକଲା

ସମକକ୍ଷ : ଘାତକ, ନାଶକ