ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘାତକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘାତକ   ବିଶେଷ୍ୟ

ଅର୍ଥ : ଯିଏ ପ୍ରାଣଦଣ୍ଡ ପାଇଥିବା ଲୋକଙ୍କୁ ହତ୍ୟା କରେ

ଉଦାହରଣ : ଘାତକ ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିକୁ ଫାସିରେ ଝୁଲାଇଦେଲା

ସମକକ୍ଷ : ଜଲ୍ଲାଦ

वह जो प्राणदंड पानेवालों का वध करता हो।

जल्लाद ने मृत्युदंड की सजा पाये व्यक्ति को फाँसी पर झूला दिया।
जल्लाद, वधक, वधिक

An executioner who hangs the condemned person.

hangman

ଘାତକ   ବିଶେଷଣ

ଅର୍ଥ : ଯେ କାହାରିକୁ ହତ୍ୟାକରିଛି

ଉଦାହରଣ : ଏହି ମୋକଦମାରେ ସବୁ ହତ୍ୟାକାରୀ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡର ଆଦେଶ ଶୁଣାଇଦିଆଗଲା

ସମକକ୍ଷ : ଖୁଣୀ, ଖୁନୀ, ହତ୍ୟାକାରୀ

जिसने किसी की हत्या की हो।

इस मामले में सभी हत्यारे व्यक्तियों को उमर क़ैद की सज़ा सुनाई गई है।
अपघातक, अपघाती, अवघाती, आलंभी, आलम्भी, क़ातिल, कातिल, ख़ूनी, खूनी, घातक, घातकी, शारुक, हत्यारा

ଅର୍ଥ : ଉତ୍କଟ ବିଷର ପ୍ରଭାବକୁ ନଷ୍ଟ କରୁଥିବା

ଉଦାହରଣ : ତାଙ୍କ ନାଶକ ମନ୍ତ୍ର ଗୋପାଳକୁ ମୃତ୍ୟୁ ମୁହଁରୁ ରକ୍ଷାକଲା

ସମକକ୍ଷ : ନାଶକ, ମାରଣା

ଅର୍ଥ : ଯାହାଦ୍ୱାରା ଜୀବନ ଯାଇପାରେ ବା ଜୀବନ ନେବାବାଲା

ଉଦାହରଣ : ସେ ତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କଲା କୈକେୟୀଙ୍କଦ୍ୱାରା ମାଗିଥିବା ବର ଦଶରଥଙ୍କପାଇଁ ପ୍ରାଣାନ୍ତକ ଥିଲା

ସମକକ୍ଷ : ପ୍ରାଣଘାତକ, ପ୍ରାଣଘାତୀ, ପ୍ରାଣାନ୍ତକ

जिससे जान जा सकती हो या जान लेनेवाला।

उसने उसपर जानलेवा हमला किया।
कैकेयी द्वारा माँगे हुए वर राजा दशरथ के लिए प्राणांतक थे।
क़ातिलाना, कातिलाना, ख़ूनी, खूनी, घातक, घातकी, जानलेवा, दरैया, निपाती, प्राणघातक, प्राणलेवा, प्राणांतक, प्राणान्तक, मारक

Causing or capable of causing death.

A fatal accident.
A deadly enemy.
Mortal combat.
A mortal illness.
deadly, deathly, mortal