ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନ   ବିଶେଷ୍ୟ

ଅର୍ଥ : ଭାର, ଆୟତନ ଆଦି ମାପିବା ଏକକ

ଉଦାହରଣ : ଭାର ଓ ଆୟତନର ମାପକ ଅଲଗା ଅଲଗା

ସମକକ୍ଷ : ତଉଲ, ମାପକ

ଅର୍ଥ : ସାହିତ୍ୟ ଅନୁସାରେ କାହାରି ମନରେ ହେଉଥିବା ବିକାର ଯାହା ନିଜ ପ୍ରିୟବ୍ୟକ୍ତିଙ୍କ କୌଣସି ଦୋଷ ବା ଅପରାଧ କାରଣରୁ କିଛି ସମୟପାଇଁ ତାଙ୍କୁ ଉଦାସ କରିଦିଏ

ଉଦାହରଣ : ନାଟକରେ ନାୟିକା ମାନରେ ବ୍ୟଥିତ ହୋଇ ଏକାନ୍ତରେ କାନ୍ଦିବାକୁ ଲାଗିଲେ

साहित्य के अनुसार मन में होने वाला वह विकार जो अपने प्रिय व्यक्ति के किसी दोष या अपराध के कारण कुछ समय के लिए उसे उदासीन कर देता है।

नाटक में मान से गुजरती हुई नायिका एकान्त में रोने लगी।
मान

ଅର୍ଥ : ଶୃଙ୍ଗାର ରସରେ ଏକ ବିଶେଷ ଅବସ୍ଥା

ଉଦାହରଣ : ନାଟକରେ ନାୟକ ନାୟିକାର ଅଭିମାନ ଦେଖି ପ୍ରସନ୍ନ ହୋଇଗଲା

ସମକକ୍ଷ : ଅଭିମାନ

शृंगार रस में एक विशेष अवस्था।

नायक नायिका का अभिमान देख प्रसन्न हो रहा है।
अभिमान, नखरा, नख़रा, मान

A feeling of self-respect and personal worth.

pride, pridefulness