ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଉଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତଉଲ   ବିଶେଷ୍ୟ

ଅର୍ଥ : କୌଣସି ପଦାର୍ଥର ଓଜନ ବା ଗୁରୁତ୍ୱର ପରିମାଣ

ଉଦାହରଣ : ଏହି ବସ୍ତୁର ଓଜନ କେତେ?

ସମକକ୍ଷ : ଓଜନ, ଭାର, ମାପ

किसी पदार्थ के गुरुत्व या भारीपन का परिमाण।

इस वस्तु का वज़न कितना है?
तौल, भार, वजन, वज़न

The vertical force exerted by a mass as a result of gravity.

weight

ଅର୍ଥ : ଭାର, ଆୟତନ ଆଦି ମାପିବା ଏକକ

ଉଦାହରଣ : ଭାର ଓ ଆୟତନର ମାପକ ଅଲଗା ଅଲଗା

ସମକକ୍ଷ : ମାନ, ମାପକ

ଅର୍ଥ : ଓଜନ କରିବାର କ୍ରିୟା

ଉଦାହରଣ : ସେଠଙ୍କ ପାଖରେ ଜିନିଷ ଓଜନକରି ମନୋହର ପ୍ରତିଦିନ ଶହେ ଟଙ୍କା ରୋଜଗାର କରେ

ସମକକ୍ଷ : ଓଜନ, କଣ୍ଟା, ମାପ

तौलने की क्रिया।

मनोहर सेठ के यहाँ वस्तुओं की तौलाई करके प्रतिदिन सौ रुपये कमा लेता है।
तुलाई, तौलाई

ଅର୍ଥ : ମାପିବା ସାମଗ୍ରୀ ବା ପାତ୍ର

ଉଦାହରଣ : କ୍ଷୀରବାଲା ତଉଲରେ କ୍ଷୀର ମାପୁଛି

ସମକକ୍ଷ : ମାପିବା ଯନ୍ତ୍ର

नापने का बरतन या पात्र।

दूधवाला नपने से दूध नापता है।
नपना, नप्पा