ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନ୍ୟବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନ୍ୟବର   ବିଶେଷ୍ୟ

ଅର୍ଥ : ଯେ ଅତ୍ୟଧିକ ସମ୍ମାନର ପାତ୍ର(ବିଶେଷକରି ସମ୍ବୋଧନପାଇଁ ପ୍ରଯୁକ୍ତ)

ଉଦାହରଣ : ମାନ୍ୟବର,ଆପଣଙ୍କ ଲେଖା ଆମ ପତ୍ରିକାରେ ପ୍ରକାଶିତ ହୋଇଛି

ସମକକ୍ଷ : ମହାଶୟ, ମହୋଦୟ

वह जो अत्यधिक सम्मान का पात्र हो (विशेषकर संबोधन के लिए प्रयुक्त)।

मान्यवर, आपका लेख हमारी पत्रिका में प्रकाशित हुआ है।
मान्यवर

ମାନ୍ୟବର   ବିଶେଷଣ

ଅର୍ଥ : ଯେ ଅତ୍ୟଧିକ ସମ୍ମାନର ପାତ୍ର

ଉଦାହରଣ : ମାନ୍ୟବର ମୁଖ୍ୟମନ୍ତ୍ରୀ ସଭାମଞ୍ଚ ଉପରେ ଆସୀନ ଅଛନ୍ତି

ସମକକ୍ଷ : ମହାମାନ୍ୟ

जो अत्यधिक सम्मान का पात्र हो।

मान्यवर मुख्यमन्त्री मंच पर आसीन हैं।
मान्यवर

Deserving of esteem and respect.

All respectable companies give guarantees.
Ruined the family's good name.
estimable, good, honorable, respectable