ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନସିକ କଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନସିକ କଷ୍ଟ   କ୍ରିୟାପଦ

ଅର୍ଥ : ମାନସିକ ଯନ୍ତ୍ରଣା ବା ପିଡ଼ା

ଉଦାହରଣ : ମୋ ପୁଅର ଏପରି ଭାବେ କିଛି ନ ଜଣେଇ ଘରୁ ଚାଲିଯିବା ମୋତେ ଏବେ ବି ମାନସିକ କଷ୍ଟ ଦେଉଛି

ସମକକ୍ଷ : ମାନସିକ ଯନ୍ତ୍ରଣା

मानसिक कष्ट या पीड़ा होना।

मेरे बेटे का इस तरह बिना बताये घर से चले जाना मुझे अब तक सालता है।
कचोटना, खटकना, सालना

Cause emotional anguish or make miserable.

It pains me to see my children not being taught well in school.
anguish, hurt, pain