ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନଚିତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନଚିତ୍ର   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ,କାର୍ଯ୍ୟ ଆଦିକୁ କରିବା ନିମନ୍ତେ ପ୍ରଥମରୁ ତିଆରି କରା ଯାଇଥିବା ତାର ଅମୂର୍ତ୍ତ ବା ମୂର୍ତ୍ତ ରୂପ

ଉଦାହରଣ : ଆମକୁ ପ୍ରଥମେ ନିଜ କାର୍ଯ୍ୟ ଯୋଜନାର ନକ୍ସା ତିଆରି କରିବାକୁ ହେବ

ସମକକ୍ଷ : ନକ୍ସା

किसी वस्तु, कार्य आदि को करने के लिए पहले से तैयार उसका अमूर्त या मूर्त रूप।

हमें पहले अपनी कार्ययोजना का खाका तैयार करना होगा।
ख़ाक़ा, खाका

The act of working out the form of something (as by making a sketch or outline or plan).

He contributed to the design of a new instrument.
design, designing

ଅର୍ଥ : ପୃଥିବୀ ବା ଆକାଶର କୌଣସି ଭାଗର, ସ୍ଥିତି ଅନୁସାରେ ତିଆରି ହୋଇଥିବା ଯେଉଁଚିତ୍ରରେ ଦେଶ, ନଗର, ନଦୀ, ପାହାଡ଼ ଆଦି ଦର୍ଶାଯାଇଥାଏ

ଉଦାହରଣ : ଏହା ଭାରତର ରାଜନୈତିକ ମାନଚିତ୍ର

पृथ्वी या खगोल के किसी भाग की स्थिति आदि के विचार से बनाया हुआ उसका सूचक वह चित्र जिसमें देश, नगर, नदी, पहाड़ आदि दिखाए गए हों।

यह भारत का राजनैतिक मानचित्र है।
आदर्श, नकशा, नक़्शा, नक्शा, नक्सा, मानचित्र

A diagrammatic representation of the earth's surface (or part of it).

map