ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାତ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାତ୍ରା   ବିଶେଷ୍ୟ

ଅର୍ଥ : କୌଣସିଟିର ସେତିକି ଅଂଶ ବା ମାତ୍ରା ଯାହାକୁ ଗୋଟିଏଥର କାମରେ ଲଗାଯାଏ ବା କାମପାଇଁ ଆବଶ୍ୟକ

ଉଦାହରଣ : ଅଧିକ ମାତ୍ରାରେ ଭୋଜନକରି ସେ ବେମାର ହୋଇଗଲା

ସମକକ୍ଷ : ପରିମାଣ

किसी का उतना अंश या मान जितना एक बार में लिया या काम में लाया जाए या उपलब्ध हो।

अधिक मात्रा में भोजन करने से वह बीमार पड़ गया।
निर्मा, परिमाण, मात्रा

ଅର୍ଥ : ସ୍ୱର ସୂଚକ ଯେଉଁ ରେଖା ବା ଚିହ୍ନ କୌଣସି ଅକ୍ଷର ବା ବର୍ଣ୍ଣରେ ଲାଗେ

ଉଦାହରଣ : କି- ରେ ଇ ସ୍ୱର ମାତ୍ରା ରହିଛି

ସମକକ୍ଷ : ସ୍ୱର ମାତ୍ରା

स्वर की सूचक वह रेखा या चिह्न जो किसी अक्षर या वर्ण में लगता है।

कि में इ की स्वर मात्रा है।
मात्रा, स्वर मात्रा

ଅର୍ଥ : ସଙ୍ଗୀତରେ ଗୀତ ତଥା ବାଦ୍ୟର ସମୟ ନିରୂପଣ କରିବା ନିମନ୍ତେ ସେତିକି ସମୟ ଯାହା ଗୋଟିଏ ସ୍ୱରର ଉଚ୍ଚାରଣରେ ଲାଗେ

ଉଦାହରଣ : ସଙ୍ଗୀତରେ ତାଳ ମାତ୍ରାଉପରେ ବିଶେଷ ଧ୍ୟାନ ଦିଆଯାଏ

ସମକକ୍ଷ : ତାଳ ମାତ୍ରା

संगीत में गीत तथा वाद्य का समय निरूपित करने के लिए उतना काल जितना एक स्वर के उच्चारण में लगता है।

संगीत में ताल मात्रा का विशेष ध्यान रखा जाता है।
ताल मात्रा, मात्रा