ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଜିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଜିବା   କ୍ରିୟାପଦ

ଅର୍ଥ : ମାଟି ଲଗାଇ ମାଜିବା

ଉଦାହରଣ : ଜେଜେ ସ୍ନାନକରିସାରି ସୂର୍ଯ୍ୟଦେବତାଙ୍କୁ ଜଳ ଦେବାପାଇଁ ଢାଳକୁ ମାଜୁଛନ୍ତି

ସମକକ୍ଷ : ଘଷି ପରିଷ୍କାର କରିବା

मिट्टी लगाकर माँजना।

दादाजी स्नान करने के बाद सूर्य देव को जल देने के लिए लोटा मटिया रहे हैं।
मटिआना, मटियाना

ଅର୍ଥ : ମଇଳା ଛଡ଼େଇବା ବା ଚକ୍‌ଚକ୍‌ କରିବା ପାଇଁ କୌଣସି ବସ୍ତୁକୁ ରଗଡ଼ିବା

ଉଦାହରଣ : ଗାଁଲୋକେ ବାସନକୁସନକୁ ପାଉଁଶ ବା ମାଟିରେ ମାଜନ୍ତି

ସମକକ୍ଷ : ମାଜକରିବା

मैल छुड़ाने या चिकना करने के लिए किसी वस्तु को रगड़ना।

गाँव के लोग बरतन को राख या मिट्टी से माँजते हैं।
मँजाई करना, मलना, माँजना, मांजना

Rub hard or scrub.

Scour the counter tops.
abrade, scour