ଅର୍ଥ : ସାଧାରଣ ବିଦ୍ୟାଳୟଠାରୁ ଅତିରିକ୍ତ ଉନ୍ନତମାନର ଉଚ୍ଚକକ୍ଷରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦିଆଯାଉଥିବା ବିଦ୍ୟାଳୟ
ଉଦାହରଣ :
ମୋର ଜେଜେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ
ସମକକ୍ଷ : କଲେଜ
ଅର୍ଥ : ଏକ ବଡ଼ ବିଦ୍ୟାଳୟ ଭବନ ଯେଉଁଥିରେ ସାଧାରଣ ବିଦ୍ୟାଳୟ ବ୍ୟତୀତ ତାଠାରୁ ଉଚ୍ଚ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦିଆଯାଏ
ଉଦାହରଣ :
ସହର ବାହାରେ ଏକ ନୂଆ ମହାବିଦ୍ୟାଳୟର ନିର୍ମାଣ ଚାଲିଛି
ସମକକ୍ଷ : କଲେଜ