ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଲେଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଲେଜ   ବିଶେଷ୍ୟ

ଅର୍ଥ : ସାଧାରଣ ବିଦ୍ୟାଳୟଠାରୁ ଅତିରିକ୍ତ ଉନ୍ନତମାନର ଉଚ୍ଚକକ୍ଷରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦିଆଯାଉଥିବା ବିଦ୍ୟାଳୟ

ଉଦାହରଣ : ମୋର ଜେଜେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ

ସମକକ୍ଷ : ମହାବିଦ୍ୟାଳୟ

वह विद्यालय जिसमें साधारण विद्यालय के अतिरिक्त उससे ऊँची कक्षाओं के विद्यार्थियों को शिक्षा दी जाती हो।

इस कॉलेज के प्राचार्य मेरे चाचाजी हैं।
कालेज, कॉलेज, महाविद्यालय, विद्यापीठ

An institution of higher education created to educate and grant degrees. Often a part of a university.

college

ଅର୍ଥ : ଏକ ବଡ଼ ବିଦ୍ୟାଳୟ ଭବନ ଯେଉଁଥିରେ ସାଧାରଣ ବିଦ୍ୟାଳୟ ବ୍ୟତୀତ ତାଠାରୁ ଉଚ୍ଚ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦିଆଯାଏ

ଉଦାହରଣ : ସହର ବାହାରେ ଏକ ନୂଆ ମହାବିଦ୍ୟାଳୟର ନିର୍ମାଣ ଚାଲିଛି

ସମକକ୍ଷ : ମହାବିଦ୍ୟାଳୟ

वह बड़ा विद्यालय भवन जिसमें साधारण विद्यालय के अतिरिक्त उससे ऊँची कक्षाओं के विद्यार्थियों को शिक्षा दी जाती हो।

शहर के बाहर एक नए कॉलेज का निर्माण चल रहा है।
कालेज, कॉलेज, महाविद्यालय, विद्यापीठ

An institution of higher education created to educate and grant degrees. Often a part of a university.

college