ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନ୍ଥନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନ୍ଥନ   ବିଶେଷ୍ୟ

ଅର୍ଥ : ଗଭୀର ଅନୁସନ୍ଧାନ

ଉଦାହରଣ : ଗୀତା ବେଦ ତଥା ପୁରାଣର ମନ୍ଥନରୁ ପ୍ରାପ୍ତ ସାର

ସମକକ୍ଷ : ଅବଗାହନ

गहरी छान-बीन।

गीता, वेदों तथा पुराणों के मंथन से प्राप्त सार है।
अवगाहन, मंथन, मन्थन

The work of inquiring into something thoroughly and systematically.

investigating, investigation

ଅର୍ଥ : ମନ୍ଥିବାର କ୍ରିୟା

ଉଦାହରଣ : ଦହି ମନ୍ଥିଲେ ଲହୁଣି ମିଳେ

ସମକକ୍ଷ : ଘର୍ଷଣ